ବ୍ୟବସାୟ ଭିଡିଓବୌଦ୍ଧରେ କୃଷକଙ୍କ ତାଲିମ ଶିବିର, ଆୟ ବୃଦ୍ଧି ଉପରେ ଗୁରୁତ୍ୱ
ବୌଦ୍ଧରେ କୃଷକଙ୍କ ତାଲିମ ଶିବିର, ଆଧୁନିକ ଚାଷ ଓ ଆୟ ବୃଦ୍ଧି ଉପରେ ଗୁରୁତ୍ୱକୃଷକଙ୍କ ଆର୍ଥିକ ଉନ୍ନତି ସହ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଚାଷକୁ ଅଧିକ ଲାଭଜନକ କରିବା ଲକ୍ଷ୍ୟରେ ବୌଦ୍ଧରେ ଅନୁଷ୍ଠିତ ହୋଇଯାଇଛି ଚତୁର୍ଥ ଜିଲ୍ଲାସ୍ତରୀୟ କୃଷକ ଉତ୍ପାଦକ ସଂଗଠନ